କବୟିତ୍ରୀ ଚପଳା ତ୍ରିପାଠୀଙ୍କ ପୁସ୍ତକ ‘ଅନୁଭବୀ ଠାକୁର’ ଉନ୍ମୋଚିତ

ଭୁବନେଶ୍ୱର: କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ସ୍ଥାନୀୟ ବୁଦ୍ଧମନ୍ଦିର ଅଡିଟୋରିଅମରେ ଗତକାଲି ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ୱାଇଁ ଯୋଗ ଦେଇଥିଲେ। ଶାନ୍ତିସେନା ପବ୍ଲିକେସନର ପ୍ରକାଶକ ରଜତ … Continue reading କବୟିତ୍ରୀ ଚପଳା ତ୍ରିପାଠୀଙ୍କ ପୁସ୍ତକ ‘ଅନୁଭବୀ ଠାକୁର’ ଉନ୍ମୋଚିତ